ଲୋହି Lohi
- ଦେ. ବି— ସଂ. ବି — ଏକପ୍ରକାର ଟାଙ୍ଗଣା — A kind of borax (M. W.)
- ଦେ. ବି— ସଂ. ବି — (ସଂ. ଲୋମୀୟ) ପଶମ ନିର୍ମିତ ମୋଟ ଶୀତବସ୍ତ୍ର — Thick woolen wrapper
- ଦେ. ବି— ସଂ. ବି — (ସଂ. ଲୋପ୍ତୀ) ଦଳା ହୋଇଥିବା ଅଟାରୁ ନିଆଯିବା ଗୋଟିଏ ରୁଟି ପାଇଁ ଯଥେଷ୍ଟ ପରିମିତ ଗୁଳା — A ball of kneaded flour sufficient for one roll of bread