ଲୋଷ୍ଟ୍ର Loshṭra
- ସଂ. ବି (ଲୋଷ୍ଟ୍ ଧାତୁ+କର୍ମ. ଅ; ଉ; ର; ଠ) — ଢେଲା; ଟେକା — Clod; a hard lump of earth
- ସଂ. ବି (ଲୋଷ୍ଟ୍ ଧାତୁ+କର୍ମ. ଅ; ଉ; ର; ଠ) — ଧାତୁ ଦ୍ରବ୍ୟର କଳଙ୍କୀ; ମୁରୁଚା — Rust on metal
- ସଂ. ବି (ଲୋଷ୍ଟ୍ ଧାତୁ+କର୍ମ. ଅ; ଉ; ର; ଠ) — ଲୌହମଳ; ଲୁହାଗୁହ — Scoris; dross