ଲୋଶନ୍ Loṡan

  • ବୈଦେ. ବି (ଇଂ.) — ପୀଡ଼ିତ ଅଙ୍ଗରେ ମାଲିସ କରିବାରେ ବା ପୀଡ଼ିତ ଅଙ୍ଗକୁ ଓଦା ରଖିବାରେ ବା ଧୋଇବାରେ ବ୍ଯବହୃତ ଔଷଧ ଗୋଳା ହୋଇଥିବା ଡାକ୍ତରୀ ଦ୍ରବ — Lotion