ଲୋଳ Loḻa
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — ଅସ୍ଥିର; ଚଞ୍ଚଳ; ଚପଳ — Restless; unsteady; fickle; wavering
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — ଲୋଲୁପ; ଲୋଭୀ; ଡାହାଣୀ — Covetous; cupidous; hankering after; longing for
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — ଇଚ୍ଛୁକ — Desirous; wistful
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — (ଲୁଳ୍ ଧାତୁ+କର୍ତ୍ତୃ. ଅ)—ଶ୍ଳଥ; ଶିଥିଳ — Slack; loose; flaccid
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — କମ୍ପମାନ — Trembling; oscillating
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — ଲୁଳିତ; ଯାହା ଲଡ଼ଲଡ଼ ହୋଇ ଝୁଲୁଥାଏ — Hanging loosely
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — ଦୋହୋଲୁଥିବା — Swinging
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — ପରିବର୍ତ୍ତନଶୀଳ — Changeable
- ସଂ. ବିଣ—(ଲୋଡ଼୍ ଧାତୁ+କର୍ତ୍ତୃ. ଅ) — କ୍ଷଣିକ; କ୍ଷଣଭଙ୍ଗୁର — Transient
- ସଂ. ବି — ଲିଙ୍ଗେନ୍ଦ୍ରିୟ— (ହି. ଶ.) — Male organ