ଲୋଭା Lobhā
- ଦେ. ବିଣ. ପୁଂ. (ସଂ. ଲୋଭିତ) — ଲୋଭଗ୍ରସ୍ତ; ଲୋଭୀ — Covetous; avaricious
- ଦେ. ବିଣ. ପୁଂ. (ସଂ. ଲୋଭିତ) — ଆନନ୍ଦିତ; ଲୋଭିତ; ଲୁବ୍ଧ; ମୁଗ୍ଧ — Coveting; charmed
- ଦେ. ବିଣ. ପୁଂ. (ସଂ. ଲୋଭିତ) — ପେଟୁ — Greedy
- ଦେ. ବିଣ. ପୁଂ. (ସଂ. ଲୋଭିତ) — ପ୍ରଲୋଭିତ — Tempted; allured
- ଦେ. ବିଣ. ପୁଂ. (ସଂ. ଲୋଭିତ) — [ଉ—ସେ ସଭାକୁ ସୁଧର୍ମା ସଭା ବ୍ରହ୍ମା ସଭା। ସରି ନୋହେ ଦେବେ ଦେଖିଲେ ହେବେ ଲୋଭା—କୃଷ୍ଣସିଂହ, ମହାଭାରତ, ସଭା।]