ଲୋବିଆ Lobiā
- ପ୍ରାଦେ (ସମ୍ବଲପୁର, ସିଂହଭୂମି) ବି—(ସଂ. ଲୋଭ୍ୟ, ତୁଳ. ଆ ଲୋବିୟା) — ମୁଗଜାତୀୟ ଏକପ୍ରକାର ଲତା ଓ ତହିଁର ଛୁଇଁ ଓ ଶସ୍ୟ; ବରଗୁଡ଼ି — A species of kidney—bean, Dolichos Sinensis
- ପ୍ରାଦେ (ସମ୍ବଲପୁର, ସିଂହଭୂମି) ବି—(ସଂ. ଲୋଭ୍ୟ, ତୁଳ. ଆ ଲୋବିୟା) — ମୁଗ — Phaseolus Mungo; a kind of pulse