ଲୋପ Lopa
- ସଂ. ବି—(ଲୁପ୍ ଧାତୁ+ଭାବ. ଅ) — ନାଶ; ବିନାଶ; ଭ୍ରଂସ — Spoliation; obliteration; cessation; destruction; annihilation
- ସଂ. ବି—(ଲୁପ୍ ଧାତୁ+ଭାବ. ଅ) — ଲୟ; ତିରୋଧାନ; ଅନ୍ତର୍ଦ୍ଧାନ; ଲୁଚି ଯିବା — Disappearance; effacement
- ସଂ. ବି—(ଲୁପ୍ ଧାତୁ+ଭାବ. ଅ) — ଅଭାବ; ଅଦର୍ଶନ — Absence
- ସଂ. ବି—(ଲୁପ୍ ଧାତୁ+ଭାବ. ଅ) — (ବ୍ୟାକରଣ) ସନ୍ଧି ଆଦିରେ କୌଣସି ଅକ୍ଷରର ତିରୋଧାନ — The elision or obliteration of a letter or syllable
- ସଂ. ବି—(ଲୁପ୍ ଧାତୁ+ଭାବ. ଅ) — [ଯଥା—ଅପିଧାନ ଶବ୍ଦର 'ଅ' ଲୋପ ହୋଇ ପିଧାନ ଶବ୍ଦ ହୁଏ, ଅବଗାହ ଶବ୍ଦର ଅ ର ଲୋପ ହୋଇ ବଗାହ ଶବ୍ଦ ହୁଏ।]
- ସଂ. ବି—(ଲୁପ୍ ଧାତୁ+ଭାବ. ଅ) — ନଷ୍ଟଖାଦ୍ୟ; ପଚା ମାଂସ — Spoiled or rotten food; rotten meat