ଲୋପା Lopā

  • ସଂ. ବି. ସ୍ତ୍ରୀ—(ଲୁପ୍ ଧାତୁ ଣିଚ=ଲୁପ୍ତ କରାଇବା+କର୍ତ୍ତୃ. ଅ +ଆ; ଯେ ନିଜ ରୂପଦ୍ୱାରା ନାରୀମାନଙ୍କର ରୂପାଭିମାନକୁ ଲୁପ୍ତ କରାଇଥିଲେ।) — ଲୋପାମୁଦ୍ରା (ଦେଖ) — Lopāmudrā (See)