ଲୋପାକ Lopāka

  • ସଂ. ବି. ପୁଂ.—(ଲୋପ=ନାଶ=ବିନଷ୍ଟ ବା ପଚା ମାଂସ+ ଅକ; ଯେ ପଚା ମାଂସ ଖାଏ।) — ଶୃଗାଳ; ବିଲୁଆ — Jackal