ଲୋପନ Lopana

  • ସଂ. ବି—(ଲୁପ୍ ଧାତୁ+ଭାବ. ଅନ) — ଲୋପକରଣ; ବିନାଶନ — Destroying
  • ସଂ. ବି—(ଲୁପ୍ ଧାତୁ+ଭାବ. ଅନ) — ନଷ୍ଟକରଣ — Spoiling