ଲୋତ୍ର Lotra

  • ସଂ. ବି—(ଲୁ ଧାତୁ+ କର୍ମ. ତ୍ର) — ସ୍ତେୟ ଧନ; ଚୋରା ମାଲ — Booty; stolen article
  • ସଂ. ବି—(ଲୁ ଧାତୁ+ କର୍ମ. ତ୍ର) — ଲୋତକ; ଲୁହ — Tears (M. W.)