ଲୋତରା Lotarā
- ଦେ. ବିଣ—(ସଂ. ଲୁଳିତରେ) — ନୋତରା; ଲତପତ; ଲୋସଡ଼ା; ନରମ; ଅତି କୋମଳ — Very soft; yielding to the souch
- ଦେ. ବିଣ—(ସଂ. ଲୁଳିତରେ) — [ଦ୍ର—ଆମ୍ବ ଆଦି ଫଳ ଅତି ପାଚିଗଲେ ଲୋତରା ହୋଇଯାଏ।]
- ଦେ. ବିଣ—(ସଂ. ଲୁଳିତରେ) — ଜୀର୍ଣ୍ଣ — Worn out
- ଦେ. ବିଣ—(ସଂ. ଲୁଳିତରେ) — ପତଳି ଚର୍ମା; ଲୁଳିତ (ଚମ) — Flabby-skinned; having wrinkled or corrugated skin