ଲୋଠନ Loṭhana

  • ସଂ. ବି (ଲୁଠ୍ ଧାତୁ+ଭାବ. ଅନ) — ଭୂମିରେ ଗଡ଼ିବା — Rolling on the ground
  • ସଂ. ବି (ଲୁଠ୍ ଧାତୁ+ଭାବ. ଅନ) — ମୁଣ୍ଡକୁ ହଲାଇବା; ଶିରଃ କମ୍ପନ — Wagging of the head. (M. W.)