ଲୋଟା Loṭā
- ଦେ. ବି. (ସଂ. ଲୁଣ୍ଠନ) — ଭୂମିରେ ଲୁଣ୍ଠନ; ଲୋଟଣ — Wallowing; rolling; tumbling about
- ଦେ. ବି. (ସଂ. ଲୁଣ୍ଠନ) — [ଦ୍ର—ଏହି ସକାଶରୁଟି ଦୈତ୍ୟେ କୋଟି କୋଟି; ମରିଣ ଦେଲେ ଭୂମିଦେଶରେ ଲୋଟାଟି। କୃଷ୍ଣସିଂହ, ମହାଭାରତ, ସଭା] ।
- ଦେ. ବି. (ସଂ. ଲୁଣ୍ଠନ) — (ସଂ. ଲୋତ; ଲୋପ୍ତ୍ର= ଚୋରାମାଲ; ଲୋଟା ଛୋଟ ବସ୍ତୁ ଥିବାରୁ ତାକୁ ଚୋର ଚୋରି କରି ନିଅନ୍ତି; ଏହି ଆଶୟରୁ)
- ଦେ. ବି. (ସଂ. ଲୁଣ୍ଠନ) — ଢାଳ; ଛୋଟ ମୁହଁ ଓ ବଡ଼ ପେଟ ଥିବା ଧାତୁ ନିର୍ମିତ ଜଳପାତ୍ର (ଏହା ଗରାଠାରୁ ଛୋଟ) — A small metal jug
- ଦେ. ବି. (ସଂ. ଲୁଣ୍ଠନ) — [ଦ୍ର—ଅଥବା ସଂ. ଲୁଣ୍ଠ୍ ଧାତୁ=ଭୂମିରେ ଲୋଟିବାରୁ; ତୁଳନା କର ଇଂ. — Tumble=ଟିଂବ୍ଳର୍=ପାଣିପିଆ ଗ୍ଲାସ୍; ଇଂ. ଟମ୍ବ୍ଲର୍ର ଅର୍ଥ ଲୋଟଣି)