ଲୋଟଣ Loṭaṇa
- ଦେ. ବି (ସଂ. ଲୁଣ୍ଠ, ଲୁଠ୍ ଧାତୁ; ପା. ଲୋଟ୍ ଧାତୁ) — ଭୂମିରେ ଗଡ଼ିବା — Wallowing or rolling on the ground; grovelling
- ଦେ. ବି (ସଂ. ଲୁଣ୍ଠ, ଲୁଠ୍ ଧାତୁ; ପା. ଲୋଟ୍ ଧାତୁ) — ବିଶେଷ ଶାରୀରିକ ଜ୍ୱାଳାଯୋଗୁଁ ଭୂଇଁରେ ଗଡ଼ିବା — Rolling on the ground on account of extreme physical pain or anguish
- ଦେ. ବି (ସଂ. ଲୁଣ୍ଠ, ଲୁଠ୍ ଧାତୁ; ପା. ଲୋଟ୍ ଧାତୁ) — ବନ୍ଧ ଭାଙ୍ଗିବା — Capering; cutting somersaults
- ଦେ. ବି (ସଂ. ଲୁଣ୍ଠ, ଲୁଠ୍ ଧାତୁ; ପା. ଲୋଟ୍ ଧାତୁ) — ଏ ପାଖ ସେ ପାଖ ଗଡ଼ିବା ବା ଲେଉଟିବା — Turning on the sides