ଲୋଚା Lochā
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — କୁଞ୍ଚିତ — Crisp; wrinkled; curled
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — ସଙ୍କୁଚିତ — Contracted
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — ଲଜ୍ଜା; ଲମ୍ପଟ; — Adulterous, lascivious; libidinous
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — ଲିଚା, ଲୁକ୍କାୟିତ — Concealed, hidden
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — (ଅନାଦରାର୍ଥକ.) ସମୂହ; ଗୁଡ଼ାଏ — A collection
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — (ସଂ. ସଙ୍କୁଚିତ) ଅକ୍ଷମ; ଅଶକ୍ତ; ଅସମର୍ଥ — Disabled; powerless
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — (ଉ—ଅର୍ଜୁନଙ୍କର ଅସ୍ତ୍ରଘାତକୁ ବଞ୍ଚାଇ, ନ ପାରି ସେ ଅସ୍ତ୍ରେ ରହିଲେ ଲୋଚା ହୋଇ— କୃଷ୍ଣସିଂହ, ମହାଭାରତ. ବନ।)
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — ସ୍ୱଳ୍ପ ସୀମା ମଧ୍ୟରେ ଏକତ୍ରୀକୃତ — Gathered together in a small compass
- ଦେ. ବିଣ (ସଂ. ସ. ଲୋଚ=ଶ୍ଳଥ, ବା କୁଞ୍ଚିତ ଚର୍ମ) — [ଉ—ସବୁ ଶିର ଯାକ ବେକରେ ଲୋଚା—ଢଗ।]