ଲୋଚନା Lochanā

  • ଦେ. ବି — (ଅନାଦରାର୍ଥକ) ଲୋଚନ ନାମକ ବ୍ଯକ୍ତିର ଡାକ— ନାମ — Name for calling Lochana
  • ସଂ. ବି — ସମାଲୋଚନା — Discussion
  • ସଂ. ବିଣ. ସ୍ତ୍ରୀ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ଯଥା ସୁଲୋଚନା) ଲୋଚନଯୁକ୍ତା — Eyed; having eyes (used in a compound)
  • ସଂ. ବିଣ. (ଉ— ସୁଲୋଚନା ସୁଲୋଚନେ ହରିବୁ ଚିତ୍ତ ସୁମନେ ସୁମନେ ପୂଜି ସୁମନେ ସୁମନହାରେ—ଗୋଲୋକ, ଇନ୍ଦୁରେଖା।)