ଲୋଚକ Lochaka

  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ନୟନମଣି; ଚକ୍ଷୁର ତାରା; ଆକ୍ଷିର ପୁଅ — The pupil of the eye
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ଆଖିରେ ଘେନାଯିବା କଜ୍ଜଳ — collyrium
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ମାଂସ ପିଣ୍ଡ — A lump of flesh; wrinkled skin
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ଶ୍ଳଥ ମାଂସ ବା ଚର୍ମ — Loose flesh; wrinkled skin
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — କଦଳୀ ଗଛ — Plantain tree (M. W.)
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ନିର୍ମୋକ; ସାପ କାତି — The slough or outer skin of a serpent (M. W.)
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ଲଲାଟଭୂଷଣ— ମାଙ୍ଗ ଟୀକା; ଅଳକା; ମଥାମଣି — An ornament or pendant worn on the forehead
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — କର୍ଣ୍ଣଭୂଷଣ — Earring
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ନୀଳ ବସ୍ତ୍ର — Blue cloth
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ଭ୍ରୂଭଙ୍ଗି — Frown; contracted eyebrow (M. W.)
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — ପ୍ରଦୀପ ଶିଖାରୁ ଉତ୍ପନ୍ନ କଳା — Lamp black (M. W.)
  • ସଂ. ବି—(ଲୋକ୍ଧାତୁ+କର୍ତ୍ତୃ. ଅକ) — କଳା ପୋଷାକ — A black dress (M. W.)