ଲେହ୍ୟ Lehya

  • ସଂ. ବିଣ (ଲିହ୍ ଧାତୁ+କର୍ମ. ଯ) — ଲେହନୀୟ; ଯାହାକୁ ଚାଟି କରି ଖିଆଯାଏ — Fit to be licked; eatable by being licked
  • ସଂ. ବିଣ (ଲିହ୍ ଧାତୁ+କର୍ମ. ଯ) — ଆସ୍ୱାଦନୀୟ — Fit to be tasted
  • ସଂ. ବିଣ (ଲିହ୍ ଧାତୁ+କର୍ମ. ଯ) — ସୁସ୍ୱାଦୁ — Sweet to the taste
  • ବି — ଅମୃତ — Nectar; ambrosia
  • ବି — ଚଟଣି — Salad
  • ବି — ଅବଲେହ, ଚାଟି କରି ଖାଇବା ଦ୍ରବ୍ୟ — A lambative
  • ବି — ଖାଦ୍ୟ — Food (Apte)