ଲେହେଣା Leheṇā

  • ଦେ. ବି (ସଂ. ଲେହନ) — ଲାଞ୍ଚ ନେବା ଅଭ୍ୟାସ — Habit to taking bribe
  • ଦେ. ବି (ସଂ. ଲେହନ) — [ଯଥା— ପିଲାଟାକୁ ମୁଁ ଆଚ୍ଛା ଲେହେଣା ଲଗେଇଲି।]
  • ଦେ. ବିଣ — ଲାଞ୍ଚୁଆ — Habituated to taking bribe