ଲେଶେ

  • ଦେ. କ୍ରି. ବିଣ (ସଂ. ଲେଶ) — ଲେଶମାତ୍ର — Slightly
  • ଦେ. କ୍ରି. ବିଣ (ସଂ. ଲେଶ) — [ଉ—ବୀଣା ବାଦ୍ୟ ଶିକ୍ଷା ଦେଇ ଅଶେଷେ, ଅକାଳ ଜ୍ଞାନୀ ବୋଲାଇଲେ ଲେଶେ—କବିସୂର୍ଯ୍ୟ, କବିତା।]