ଲେଭେଡ଼ା Lebheṟḍ̠ā
- ଦେ. ବିଣ. ପୁଂ. (ସଂ. ଅନାଦରାର୍ଥ, ସଂ. ଲମ୍ପଟ, ବା ଲପ୍ ଧାତୁ= ଗପିବା, ତୁଳ; ଇଂ. ଲିବିଡ଼ିନସ୍) — ନିର୍ଲ୍ଲଜ୍ଜ — Shameless
- ଦେ. ବିଣ. ପୁଂ. (ସଂ. ଅନାଦରାର୍ଥ, ସଂ. ଲମ୍ପଟ, ବା ଲପ୍ ଧାତୁ= ଗପିବା, ତୁଳ; ଇଂ. ଲିବିଡ଼ିନସ୍) — ଯେ ନିର୍ଲ୍ଲଜ୍ଜଭାବରେ ଗପେ ବା ହସେ — Talking or laughing shamelessly
- ଦେ. ବିଣ. ପୁଂ. (ସଂ. ଅନାଦରାର୍ଥ, ସଂ. ଲମ୍ପଟ, ବା ଲପ୍ ଧାତୁ= ଗପିବା, ତୁଳ; ଇଂ. ଲିବିଡ଼ିନସ୍) — ଲମ୍ପଟ — Libidinous