ଲେନ୍ଥା Lenthā

  • ଦେ. ବି. ସଂ. ପଂକ୍ତି; ତୁଳ ସଂ. ଲକ୍ତକ= ଚିରାକନା, କନ୍ଥା) — ପେଣ୍ଡା; ଗୁଚ୍ଛ; ପେନ୍ଥା — Cluster; bunch
  • ଦେ. ବି. ସଂ. ପଂକ୍ତି; ତୁଳ ସଂ. ଲକ୍ତକ= ଚିରାକନା, କନ୍ଥା) — କୌଣସି ବସ୍ତୁର ପୁଳା; ମେଞ୍ଚା — A mass (of something)-
  • ଦେ. ବି. ସଂ. ପଂକ୍ତି; ତୁଳ ସଂ. ଲକ୍ତକ= ଚିରାକନା, କନ୍ଥା) — ପୁଞ୍ଜ — Collection
  • ଦେ. ବି. ସଂ. ପଂକ୍ତି; ତୁଳ ସଂ. ଲକ୍ତକ= ଚିରାକନା, କନ୍ଥା) — ଏକତ୍ର ଧରାଯିବା ପଦାର୍ଥର ଗୋଛା — A bundle or cluster of something held together
  • ଦେ. ବି. ସଂ. ପଂକ୍ତି; ତୁଳ ସଂ. ଲକ୍ତକ= ଚିରାକନା, କନ୍ଥା) — (ଯଥା—ଲେନ୍ଥାଏ କାଗଜ; ଲେନ୍ଥାଏ ବାସନ।)