ଲେଣି Leṇi

  • ଦେ. ବି (ସଂ. ନୀ ଧାତୁରୁ ନୟନ) — ନେବା କ୍ରିୟା — The act of taking
  • ଦେ. ବି (ସଂ. ନୀ ଧାତୁରୁ ନୟନ) — ପ୍ରାପ୍ୟ ପଦାର୍ଥ ବା ଧନ — Dues