ଲେଙ୍କା Leṅkā
- ଦେ. ବି — ଶୂଦ୍ର ବା ଚଷା ଜାତିର ବଂଶୋପାଧି ବିଶେଷ — A family title of Ṡūdras
- ଦେ. ବି — ରାଜାଙ୍କର ଓ ଦେବତାଙ୍କର ଶୂଦ୍ର ସେବକ ବିଶେଷ — A class of Ṡūdra sebakas of Rajas or deities
- ଦେ. ବି — କଉଡ଼ି ଖେଳରେ ଦୁଇକଟ କଉଡ଼ି ଚିତି ହୋଇ ପଡ଼ିବାର ଦାନ; ଦୁଗା — The state of the cowrie shells falling on the ground with the dorsal side up in the game of cowries
- ଦେ. ବି — [ଦ୍ର—କଉଡ଼ିଖେଳରେ ପ୍ରଥମେ ଛକା, ଅର୍ଥାତ୍ ଛଅକଟ କଉଡ଼ି ଚିତି ହୋଇପଡ଼ିଥିଲେ, ତତ୍ପରେ ଲେଙ୍କା, ଅର୍ଥାତ୍ ଦୁଇକଟ କଉଡ଼ି ଚିତି ହୋଇ ପଡ଼ିଲେ, ଛଅ ଦାନଟି ହୁଡ଼ ବା ମାରା ହୁଏ।]