ଲେଖ୍ୟ Lekhya

  • ସଂ. ବିଣ (ଲିଖ୍ ଧାତୁ+କର୍ମ. ଯ) — ଲେଖନୀୟ; ଲିଖନ— ଯୋଗ୍ୟ — Fit to be written
  • ବି — ଅକ୍ଷର — Letter; figure
  • ବି — ଅକ୍ଷରମାଳା — Script; alphabet
  • ବି — ଲିଖିତପତ୍ର — Written letter
  • ବି — ଦଲିଲ — Document
  • ବି — ଚିତ୍ର — Painting
  • ବି — ଦଲିଲ ପ୍ରମାଣ — Documentary evidence