ଲେଏଣ Le-eṇa

  • ଦେ. ବି. ଓ ବିଣ (ସଂ ନି ଧାତୁ= ନେବା) — ନେଏଣ; ନେବା — Taking
  • ଦେ. ବି. ଓ ବିଣ (ସଂ ନି ଧାତୁ= ନେବା) — ଗ୍ରହଣ — Accepting; gettting
  • ଦେ. ବି. ଓ ବିଣ (ସଂ ନି ଧାତୁ= ନେବା) — ଅନ୍ୟଠାରୁ ପ୍ରାପ୍ୟ ଧନ — Dues
  • ଦେ. ବିଣ. — ନେୟ — Fit to be taken
  • ଦେ. ବିଣ. — ଗ୍ରହଣୀୟ — Acceptable
  • ଦେ. ବିଣ. — ଆଦାୟ କରାଯିବା ଯୋଗ୍ୟ — Realisable