ଲୂତା Lūtā

  • ସଂ. ବି. ସ୍ତ୍ରୀ (ଲୁ ଧାତୁ+କର୍ତ୍ତୃ. ତ+ଆ) — ବୁଢ଼ିଆଣି; ମାକଡ଼ସା; ଉର୍ଣ୍ଣନାଭ — Spider
  • ସଂ. ବି. ସ୍ତ୍ରୀ (ଲୁ ଧାତୁ+କର୍ତ୍ତୃ. ତ+ଆ) — [ଉ—କହି ବସିଲେ, ହେବ ଏ ଳୂତା ସୂତା ପ୍ରାୟେ। ଦୀନକୃଷ୍ଣ. ରସ- କଲ୍ଲୋଳ ।]
  • ସଂ. ବି. ସ୍ତ୍ରୀ (ଲୁ ଧାତୁ+କର୍ତ୍ତୃ. ତ+ଆ) — ପିମ୍ପୁଡ଼ି (ହି. ଶ.) — Ant (Apte)
  • ସଂ. ବି. ସ୍ତ୍ରୀ (ଲୁ ଧାତୁ+କର୍ତ୍ତୃ. ତ+ଆ) — କ୍କା; ମର୍ମବ୍ରଣ; ମନୁଷ୍ୟର ଦେହରେ ବୁଢ଼ିଆଣି ମୂତିଲେ ଯେଉଁ ବ୍ରଣ ହୁଏ (ହି. ଶ.) — Sores appearing on the body due to a spider urinating on one's body
  • ସଂ. ବି. ସ୍ତ୍ରୀ (ଲୁ ଧାତୁ+କର୍ତ୍ତୃ. ତ+ଆ) — [ଦ୍ର—ବୈଦ୍ଯକ ଗ୍ରନ୍ଥରେ ଲୂତା ରୋଗ କେତେ ପ୍ରକାରର ଉଲ୍ଲେଖ ଅଛି ଓ କେତେ ପ୍ରକାରର ବିଷାକ୍ତ ମାକଡ଼ସାଙ୍କ ନାମ ମଧ୍ୟ ଅଛି, ଯଥା—ତ୍ରିମଣ୍ଡଳା, ଶ୍ୱେତା, କପିଳା, ରକ୍ତଲୂତା। ମାକଡ଼ସାଙ୍କ ମୂତ୍ର, ଛେପ, ନଖ, ରଜ, ଶୁକ୍ର ଓ ପୁରୀଷଦ୍ୱାରା ବିଷ ସଞ୍ଚାରିତ ହେବା ଲେଖାଅଛି, ଲୂତାରୋଗ ମାରାତ୍ମକ— ହି. ଶ.]