ଲୁ Lu
- ଦେ. ବି — ଅତୀତକାଳର କ୍ରିୟା ସଙ୍ଗେ ମଧ୍ୟମ ପୁରୁଷ ଅନାଦରାର୍ଥ ବା ଅତି ସ୍ନେହାର୍ଥ ଏକବଚନ (ତୁ) ପରେ ଯୁକ୍ତ ହେବା ଅକ୍ଷର (ଯଥା—କଲୁ, ଗଲୁ) — Inflection affixed to a verb in the past tense after 'Thou' as in, "Thou didst"
- ଦେ. ବି.—(ହିନ୍ଦିରୁ ଅନୁକୃତ; ସଂ. ଲୁକ୍ ଧାତୁ=ଜଳିବା) — ଖୁବ୍ ଗରମ ପବନ; ଝାଞ୍ଜି — Hot wind; the simoon
- ଦେ. ବି.—(ହିନ୍ଦିରୁ ଅନୁକୃତ; ସଂ. ଲୁକ୍ ଧାତୁ=ଜଳିବା) — [ଦ୍ର— ରାଜପୁତାନା ଆଦି ମରୁବହୁଳ ଅଞ୍ଚଳରେ ଖରାଦିନ ଦ୍ୱିପହରେ ଲୁ ବହେ ଓ ସମୟ ସମୟରେ ଏଥିରେ ଲୋକେ ମରି ଯାଆନ୍ତି।]