ଲୁଳିତ Luḻita

  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — ଦୋଳିତ; ଆନ୍ଦୋଳିତ; ଲଟକିଥିବା — Hanging down
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — ଇତସ୍ତତଃ ଚାଳିତ — Dangling; waving
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — କମ୍ପିତ — Trembling
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ବିଲୋଡ଼ିତ — Agitated
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — ଲୋଳ; ଯାହା ପତଳା ହୋଇ ବା ଶ୍ଳଥ ହୋଇ ଝୁଲୁଥାଏ — Wrinkled
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — ରମ୍ୟ — Pleasing; elegant; beautiful (Apte)
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — ପରିତ୍ୟକ୍ତ — Relinquished; deserted
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — ମୁକୁଳା ବା ଅଡ଼ୁଆ ହୋଇଥିବା (କେଶ) — Dishevelled (hair) (Apte)
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — ଦଳିତ — Pressed down; crushed (Apte)
  • ସଂ.ବିଣ. (ଲୁଳ୍ ଧାତୁ+କର୍ତ୍ତୃ. ତ) — କ୍ଳାନ୍ତ — Fatigued; drooping (Apte)