ଲୁବୁଧ Lubudha

  • ଗ୍ରା. ବିଣ (ପଦ୍ଯ) — ଲୁବ୍ଧ (ଦେଖ) — Lubdha (See)
  • ଗ୍ରା. ବିଣ (ପଦ୍ଯ) — [ଉ—ତେଣେ ଲୁବଧ ଭୃଙ୍ଗଗଣେ, ଭ୍ରମନ୍ତି ତାର ସନ୍ନିଧାନେ। ଜଗନ୍ନାଥ—ଭାଗବତ।]
  • ଗ୍ରା. ବି — ଲୋଭ — Covetousness; avarice
  • ଗ୍ରା. ବି — [ଉ - ଆଶା ଲୁବଧରେ ପୂରିଲା କାଳ, ଷଣ୍ଢ ପଛେ ଧାଇଁ ମଲା ଶିଆଳ। ଢଗ ।]