ଲୁଣି Luṇi

  • ଦେ. ବିଣ (ସଂ. ଲବଣାକ୍ତ) — ଲବଣାକ୍ତ — Saline
  • ଦେ. ବିଣ (ସଂ. ଲବଣାକ୍ତ) — ଲବଣସ୍ୱାଦ ବିଶିଷ୍ଟ — Having a saline taste
  • ଦେ. ବିଣ (ସଂ. ଲବଣାକ୍ତ) — [ଉ—ଲୁଣି ମଣିଲି ମୁଁ ମଧୁ ଝରକୁ— କବିସୂର୍ଯ୍ୟ. ସଙ୍ଗୀତ।]
  • ଦେ. ବିଣ (ସଂ. ଲବଣାକ୍ତ) — ଯହିଁର ଜଳ ଲୁଣିଆ (ଯଥା—ନଦୀ) — Having saline water
  • ଦେ. ବିଣ (ସଂ. ଲବଣାକ୍ତ) — ଜୁଆରିଆ (ନଈ) — Tidal (river)
  • ଦେ. ବିଣ (ସଂ. ଲବଣାକ୍ତ) — ସାମୁଦ୍ରିକ (ମାଛ) — Of the sea (fishes)