ଲୁଣ ପୁଡ଼ା Luṇ puṟḍ̠ā

  • ଦେ. ବି (ସଂ. ଲବଣ+ପୁଟ) — କନା ମଧ୍ୟରେ ପୁଳାଏ ଲୁଣ ଭର୍ତ୍ତିକରି ବନ୍ଧାଯିବା ପୋଟଳା (ଏହାକୁ ନିଆଁ ଉପରେ ଉଷୁମ କରି ବେଦନା— ଯୁକ୍ତ ଅଙ୍ଗକୁ ସେକାଯାଏ) — A packet of salt enclosed in a bit of cloth and used in dry-fomenting affected limbs