ଲୀନ Līna
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — କୌଣସି ବସ୍ତୁର ଦେହରେ ଲୟ ପ୍ରାପ୍ତ; ମିଳାଇ ଯାଇଥିବା; ଅନୁପ୍ରବିଷ୍ଟ — Dissolved in; absorbed in
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — ମୃତ; ଧ୍ୱଂସପ୍ରାପ୍ତ; ବିନଷ୍ଟ — Destroyed
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — [ଉ—ବିଧା ବିଧାନେ ସୁଷେଣ କାଳ କାଳ କାଳଘଣ୍ଟ ଧ୍ୱନି ଲୀନ। ଭଞ୍ଜ. ବୈଦେହୀଶବିଳାସ।]
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — ସମ୍ମିଳିତ — Intimately mixed
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — ଲୁପ୍ତ — Disappeared; extinguished
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — ଆଲିଙ୍ଗିତ — Embraced
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — ଶୟିତ — Laid; sleeping
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — ଲଗ୍ନ — Attached to
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — ମଗ୍ନ; ତନ୍ମୟ — Absorbed in
- ସଂ. ବିଣ—(ଲୀ ଧାତୁ+କର୍ତ୍ତୃ. ତ) — ପୂର୍ଣ୍ଣରୂପେ ଲଗ୍ନ — Clinging