ଲିଷ୍ଟ୍ Lishṭ

  • ବୈଦେ. ବି (ଇଂ. ଲିଷ୍ଟ୍) — ତାଲିକା; ଫର୍ଦ୍ଦ — List
  • ବୈଦେ. ବି (ଇଂ. ଲିଷ୍ଟ୍) — ଧାରା; ନିୟମ — Rule; regularity
  • ବୈଦେ. ବି (ଇଂ. ଲିଷ୍ଟ୍) — ନିଶ୍ଚିତ ନିୟମ — Unchangeable rule
  • ବୈଦେ. ବି (ଇଂ. ଲିଷ୍ଟ୍) — ନିର୍ଦ୍ଦିଷ୍ଟ ସମୟ — Fixed time
  • ବୈଦେ. ବି (ଇଂ. ଲିଷ୍ଟ୍) — (ଇଂ. ନେଷ୍ଟ) ଏକ ପ୍ରକାର ଧାଡ଼ିର ଭିନ୍ନ ଭିନ୍ନ ଲମ୍ବ ଓ ଚଉଡ଼ାର କଳା ଲୁଗା — Mill-made clothes of the same border but of different sizes