ଲିପା Lipā

  • ଦେ. ବି (ସଂ. ଲିପ୍ ଧାତୁ) — ଆଲିମ୍ପନ; ଲେପନ — Smearing
  • ଦେ. ବି (ସଂ. ଲିପ୍ ଧାତୁ) — ଘର ଆଦିର କାନ୍ଥରେ ବା ତଳରେ ଚୂନ, ଗୋବର ଓ ମାଟି ଆଦିର ଲେପ ବୋଳିବା — Smearing the wall or floor or ground with water and clay or cowdung water
  • ଦେ. ବିଣ — ଲେପିତ — Smeared
  • ଦେ. ବିଣ — (ଯଥା—ଲିପାଘର)