ଲିଟ Liṭa

  • ସଂ. ବି (ଲହ୍ ଧାତୁ; +କ୍ୱିପ୍=ଲିହ୍; 1 ମା. 1 ବ—ଲିଟ୍ ଅନ୍ଯ ସଙ୍ଗେ ବ୍ଯବହୃତ) — ଲୋଭୀ; ଲାଳସାନ୍ୱିତ — Avaricious; covetous; extremely desirous
  • ସଂ. ବି (ଲହ୍ ଧାତୁ; +କ୍ୱିପ୍=ଲିହ୍; 1 ମା. 1 ବ—ଲିଟ୍ ଅନ୍ଯ ସଙ୍ଗେ ବ୍ଯବହୃତ) — [ଉ—ନନ୍ଦର ତନୟ ପୁରନ୍ଦର ମଣି, ମକରନ୍ଦ ଲିଟ ତୁ ଅରବିନ୍ଦ, ଟି ସୁନ୍ଦରୀ। କବିସୂର୍ଯ୍ୟ ସଂଗୀତ।]