ଲିଖନ Likhana

  • ସଂ. ବି. (ଲିଖ୍ ଧାତୁ+ଭାବ. ଅନ) — ଲେଖିବା; ଅକ୍ଷର ବିନ୍ୟାସକରଣ — Writing
  • ସଂ. ବି. (ଲିଖ୍ ଧାତୁ+ଭାବ. ଅନ) — ରେଖା ଟାଣିବା — Drawing of lines
  • ସଂ. ବି. (ଲିଖ୍ ଧାତୁ+ଭାବ. ଅନ) — ଚିତ୍ର— କରଣ — Painting
  • ସଂ. ବି. (ଲିଖ୍ ଧାତୁ+ଭାବ. ଅନ) — ଅଙ୍କନ କରିବା — Drawing
  • ସଂ. ବି. (ଲିଖ୍ ଧାତୁ+ଭାବ. ଅନ) — (+ କର୍ମ. ଅନ) ଲେଖା; ମସୀଦ୍ୱାରା କଲମରେ ଲେଖାଯିବା ବିଷୟ — A writing done with ink and pen
  • ସଂ. ବି. (ଲିଖ୍ ଧାତୁ+ଭାବ. ଅନ) — ପତ୍ର — Letter
  • ସଂ. ବି. (ଲିଖ୍ ଧାତୁ+ଭାବ. ଅନ) — (+ ଅଧିକରଣ. ଅନ) ଦଲିଲ — A document; deed
  • ସଂ. ବି. (ଲିଖ୍ ଧାତୁ+ଭାବ. ଅନ) — ଭାଗ୍ୟ ଲେଖା; ମନୁଷ୍ୟର ଭାଗ୍ୟରେ ବିଧାତାଙ୍କ କଳ୍ପିତ ଲେଖା — Preordained thing