ଲାଳଚା Lāḻachā

  • ଦେ. ବି (ସଂ. ଲାଳସା) — ଲାଳସା (ଦେଖ) — Lāḻasā (See)
  • ଦେ. ବି (ସଂ. ଲାଳସା) — ସ୍ପୃହା; କୌଣସି ବସ୍ତୁପ୍ରତି ଅତ୍ୟଧିକ ଲୋଭ; ଲୋଲୁପତା — Inordinate desire for a thing
  • ଦେ. ବି (ସଂ. ଲାଳସା) — (ସଂ. ଲାଳନ) ଶିଶୁଙ୍କୁ ଅତି ଗେଲବସରରେ ବଢ଼ାଇବା — Bringing up of a child with excessive fondling