ଲାଲୁ Lālu

  • ଦେ. ବି (ନାମ) — ଲାଲବିହାରିର ଡାକ ନାମ — Name for calling Lālabiharī
  • ଦେ. ବି (ନାମ) — ରାଜ ପରିବାରର ଲାଲ୍ ସାହେବମାନଙ୍କ ଡାକ ନାମ — A name for calling rajkumars who are styled as Lal Sahebs