ଲାଲୀ Lālī

  • ସଂ. ବି. ପୁଂ. (ଲାଡ଼ି ଧାତୁ+କର୍ତ୍ତୃ. ଇନ୍+ 1 ମା. 1 ବ) — ଯେ ଫୁସଲାଇ କରି ଘରୁ ଲୋକଙ୍କୁ ନେଇଯାଏ — A seducer (Apte)
  • ସଂ. ବି. ପୁଂ. (ଲାଡ଼ି ଧାତୁ+କର୍ତ୍ତୃ. ଇନ୍+ 1 ମା. 1 ବ) — ଭୂତ ପ୍ରେତାଦିଙ୍କ ଆବେଶ — The being possessed by a demon. (M. W.)