ଲାଲ ବତୀ Lāl batī

  • ଦେ. ବି — ରକ୍ତବର୍ଣ୍ଣର ମହମବତୀ — Red coloured candle
  • ଦେ. ବି — ରକ୍ତବର୍ଣ୍ଣର ଆଲୋକ — Red light
  • ଦେ. ବି — [ଦ୍ର—ରେଳ ଓ ଜାହାଜରେ ବିପଦ ଆପଦର ଚିହ୍ନ ସ୍ୱରୂପ ନାଲି ଆଲୁଅ ଓ ନାଲି ପତାକା ଦେଖାଇ ଦିଆଯାଏ। ଦୂରରୁ ରକ୍ତବର୍ଣ୍ଣର ଆଲୋକ ବା ପତାକା ଦେଖାଗଲେ ଜଣାଯିବ ଯେ, ରେଲ ଲାଇନ୍ରେ କିଛି ବିପଦ ଘଟିବାର ସମ୍ଭାବନା। ନାଲି ଆଲୁଅ ଆଦି ଦେଖିବାମାତ୍ରେ ରେଳଗାଡ଼ି ଓ ଜାହାଜର ଗତି ବନ୍ଦ କରାଯାଏ।]