ଲାଫେଇବା Lāpheibā

  • ଦେ. ବି [ସଂ. ଲମ୍ଫ] (ବଙ୍ଗଳାରୁ ଅନୁକୃତ) — ଡେଇଁବା; କୁଦା ମାରିବା — To jump; to leap
  • ଦେ. ବି [ସଂ. ଲମ୍ଫ] (ବଙ୍ଗଳାରୁ ଅନୁକୃତ) — ଆନନ୍ଦରେ କୁଦିବା — To leap with joy