ଲାଞ୍ଜି Lān̄ji
- ଦେ. ବି (ସଂ. ଲଞ୍ଜ) — ଜୋଡ଼ ବା ଲମ୍ବ ଜଳାଶୟର ସୂକ୍ଷ୍ମ ମୁଣ୍ଡ ବା ଶେଷଭାଗ — The pointed and or apex of a long tank
- ଦେ. ବି (ସଂ. ଲଞ୍ଜ) — ସୂକ୍ଷ୍ମ ରେଖା — A thin line
- ଦେ. ବି (ସଂ. ଲଞ୍ଜ) — (ଯଥା— କଜଳ ଲାଞ୍ଜି)
- ଦେ. ବି (ସଂ. ଲଞ୍ଜ) — ପାଗର କିମ୍ବା ପିନ୍ଧା ବସ୍ତ୍ରର ତଳକୁ ଓହଳିଥିବା ଲମ୍ବ ଅଂଶ — The long end of a turban or cloth which hangs down
- ଦେ. ବି (ସଂ. ଲଞ୍ଜ) — ଢିଙ୍କିର ପୁଚ୍ଛ ବା ଶେଷଭାଗ; ଢିଙ୍କିର ଯେଉଁ ଅଂଶରେ କୁଟାଳୀ ଗୋଡ଼ ଦିଅନ୍ତି — The back or tail end or pedal of a Dheṅki (husking jack)
- ଦେ. ବିଣ — ଲାଞ୍ଜା (ଦେଖ) — Lāñjā (See)
- ପ୍ରାଦେ (ବାଲେଶ୍ୱର) ବି — କଟା ହୋଇଥିବା ମାଛର ଲାଞ୍ଜ ସହିତ ଲାଗି- ଥିବା ଅଂଶ ଖଣ୍ଡ — The cut part of a fish with its tail attached
- ପ୍ରାଦେ (ବାଲେଶ୍ୱର) ବି — ଗୁଡ଼ିର ତଳେ ଦିଆଯାଇଥିବା କାଗଜର ସୂକ୍ଷ୍ମ ପତର ବା ଲାଞ୍ଜ — The paper tail of a kite