ଲାଜୁକ Lājuka

  • ଦେ. ବିଣ. ପୁଂ. (ବଙ୍ଗଳାରୁ ଅନୁକୃତ) — ଲଜ୍ଜାଶୀଳ — Modest; coy
  • ଦେ. ବିଣ. ପୁଂ. (ବଙ୍ଗଳାରୁ ଅନୁକୃତ) — [ଦ୍ର—ଓଡ଼ିଆରେ ଲାଜୁକ ଶବ୍ଦର ବ୍ଯବହାର କ୍ୱଚିତ୍ ଦେଖାଯାଏ; କିନ୍ତୁ ଏହାର ବିପରୀତ ଅଲାଜୁକ ଶବ୍ଦର ଅବାଧ ବ୍ଯବହାର ଦେଖାଯାଏ।]