ଲାଗ Lāga
- ଦେ. ବି—(ସଂ. ଲଗ୍ ଧାତୁ; ଲଗ୍ନ) — ଲଗ୍ନ; ମୁହୂର୍ତ୍ତକ୍ଷଣ — 2. Moment; instant
- ଦେ. ବି—(ସଂ. ଲଗ୍ ଧାତୁ; ଲଗ୍ନ) — (ଯଥା—ଏହିଲାଗେ=ଏହିଲାଗରେ=ଏହି କ୍ଷଣରେ।)
- ଦେ. ବି—(ସଂ. ଲଗ୍ ଧାତୁ; ଲଗ୍ନ) — ନୈକଟ୍ୟ; ନିକଟବର୍ତ୍ତିତା — Contiguity; proximity
- ଦେ. ବି—(ସଂ. ଲଗ୍ ଧାତୁ; ଲଗ୍ନ) — ସମ୍ପର୍କ — Connection
- କ୍ରି. ବିଣ — ନିକଟ — Near
- ବିଣ — ନିକଟବର୍ତ୍ତୀ — Contiguous; adjacent
- ପ୍ରାଦେ (କଟକସହର) ବି — ନାଗ (ଦେଖ) — Nāga (See)
- ପ୍ରାଦେ. (ସମ୍ବଲପୁର) ବି — ଋଣ — Loan
- ପ୍ରାଦେ. (ସମ୍ବଲପୁର) ବି — ମହାଜନି — Money lending