ଲାଗଣି Lāgaī

  • ଦେ. ବି—(ସଂ. ଲଗ୍ନିକ) — ବନ୍ଧୁତାଦ୍ୱାରା ନିକଟ ସମ୍ବନ୍ଧ — Relationship
  • ଦେ. ବି—(ସଂ. ଲଗ୍ନିକ) — ନିକଟ ସମ୍ପର୍କୀୟ ବନ୍ଧୁ; ଲାଗ୍ନିକ — Near relation
  • ବିଣ — ବନ୍ଧୁତାଦ୍ୱାରା ସଂବଦ୍ଧ; ଲଗ୍ନିକ — Closely related