ଲାଏକ Lāek
- ବୈଦେ. ବିଣ — ଆ; ତୁଳ ସଂ. ନାୟକ)— 1 । ଉପଯୁକ୍ତ; ଯୋଗ୍ୟ — ଆ; ତୁଳ ସଂ. ନାୟକ)—1 ଉପଯୁକ୍ତ; ଯୋଗ୍ୟ—1. Fit; competent
- ବୈଦେ. ବିଣ — [ଉ—ପୁଅକୁ ଲାଏକ୍ ଏବଂ ଇଲମ୍ଦାର୍ କରିବା ସକାଶେ ଦାରୋଗା ସାହେବଙ୍କର କିଛିମାତ୍ର ଗଫଲିୟତି ନଥିଲା—ଫକୀରମୋହନ, ଛମାଣ ଆଠଗୁଣ୍ଠ।]
- ବୈଦେ. ବିଣ — ଗୁଣବାନ୍ — Endowed
- ବୈଦେ. ବିଣ — ଉର୍ବରା — Fertile
- ବୈଦେ. ବିଣ — କୃଷି— ଯୋଗ୍ୟ — Cultivable; culturable
- ବୈଦେ. ବିଣ — ଉତ୍କୃଷ୍ଟ — Excellent
- ବୈଦେ. ବିଣ — ଲାଖି; ଯଥୋପ— ଯୁକ୍ତ — Befitting; becoming
- ବୈଦେ. ବିଣ — ସମର୍ଥ — Competent