ଲହରି Lahari

  • ସଂ. ବି (ଲ=ଇନ୍ଦ୍ରିୟ+ହୃ ଧାତୁ=ହରଣ କରିବା+କର୍ତ୍ତୃ. ଇ; ଈ) — ଜଳାଦିର ତରଙ୍ଗ; ଢେଉ — Wave; billow
  • ସଂ. ବି (ଲ=ଇନ୍ଦ୍ରିୟ+ହୃ ଧାତୁ=ହରଣ କରିବା+କର୍ତ୍ତୃ. ଇ; ଈ) — (ଲକ୍ଷଣାର୍ଥ) ତରଙ୍ଗ ପରି ଉଠିବା କୌଣସି ବିଷୟର ହପ୍ପା — (Figurative) Wave; strain
  • ସଂ. ବି (ଲ=ଇନ୍ଦ୍ରିୟ+ହୃ ଧାତୁ=ହରଣ କରିବା+କର୍ତ୍ତୃ. ଇ; ଈ) — (ଯଥା—ଗଳ୍ପଲହରୀ; ହାସ୍ୟ— ଲହରୀ।)