ଲସନ୍ Lasan

  • ସଂ. ବିଣ—(ଲସତ୍ ଶବ୍ଦ; ଲସ୍ ଧାତୁ+କର୍ତ୍ତୃ ଅତ୍) — ବିଳାସକାରୀ — Sporting
  • ସଂ. ବିଣ—(ଲସତ୍ ଶବ୍ଦ; ଲସ୍ ଧାତୁ+କର୍ତ୍ତୃ ଅତ୍) — ଶୋଭମାନ — Beautified
  • ସଂ. ବିଣ—(ଲସତ୍ ଶବ୍ଦ; ଲସ୍ ଧାତୁ+କର୍ତ୍ତୃ ଅତ୍) — ଉଲ୍ଲାସିତ — Cheerful
  • ସଂ. ବିଣ—(ଲସତ୍ ଶବ୍ଦ; ଲସ୍ ଧାତୁ+କର୍ତ୍ତୃ ଅତ୍) — ଉଜ୍ଜ୍ୱଳ; ଜାଜ୍ଜ୍ୱଲ୍ୟମାନ — Glittering; shining; bright
  • ସଂ. ବିଣ—(ଲସତ୍ ଶବ୍ଦ; ଲସ୍ ଧାତୁ+କର୍ତ୍ତୃ ଅତ୍) — ଚେଷ୍ଟ— ମାନ — Acting, endeavouring